Popular posts from this blog
ତିନି ରଥରରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ👇
ତିନି ରଥରରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ👇 ପୁରୀ ଜଗନ୍ନାଥ ମହାପ୍ରଭୁ ଙ୍କ ତିନି ରଥର ପ୍ରଭା ଗୁଡ଼ିକର ରଙ୍ଗ ଚିତ୍ର କାର୍ଯ୍ୟ ସମାପ୍ତ ହୋଇଛି । ଏଥି ସହ ତିନି ରଥର ପିତଳ କଳସରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ହୋଇ ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ଜାରୀ ରହିଛି । ଏଥି ସହ ତିନିରଥର ବତା କନା ଯୋଡଣି, ପୋଟଳ କନା କାର୍ଯ୍ୟ ଶେଷ ହୋଇ ଅଛି । ଏହା ବ୍ୟତୀତ ତିନି ରଥରେ ଠେକେରା ବାଡ ବୁଲାଇବା ସହ ସେଥିରେ ସଖୀ ସଂଯୋଗ ଶେଷ ହୋଇଥିବା ବେଳେ କନକମୁଣ୍ଡିରେ ପିତଳ ସଜ ପଡ଼ିଛି ।








Comments
Post a Comment